ଓଡ଼ିଆ ଚଳଚ୍ଚିତ୍ର “ଲାଇନବାଲା”ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍

Poster and teaser release of Odia film "Lainbala"

0

ଓଡ଼ିଆ ଚଳଚ୍ଚିତ୍ର “ଲାଇନବାଲା”ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍

 

ଶ୍ରୀହରି ମୋସନ୍ ପିକ୍‌ଚର୍ସବ୍ୟାନରରେ ପ୍ରସ୍ତୁତତଥାସୁଶାନ୍ତମହାନ୍ତିଙ୍କପ୍ରଯୋଜିତପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ଲାଇନ୍‌ବାଲା’ ର ପୋଷ୍ଟର ଉନ୍ମୋଚିତ ହେବା ସହିତ ଟିଜର ରିଲିଜ୍ ହୋଇଛି ଭୁବନେଶ୍ୱର,ମଞ୍ଚେଶ୍ୱରସ୍ଥିତ ୱାର୍ଲଡ ସ୍କିଲ ସେଣ୍ଟରଠାରେ ଏହି କାର୍ଯ୍ୟକ୍ରମ ହୋଇଛି ଶ୍ରୀରଶ୍ମିରଞ୍ଜନମହାପାତ୍ର,ସିଇଓ,ଡବ୍ଲୁଏସସିମୁଖ୍ୟ ଅତିଥିୱିଙ୍ଗ କମାଣ୍ଡର ଏନ କେ ସାମଲଶ୍ରୀ ପିନାକୀ ପଟ୍ଟନାୟକ, ସିଓଓପ୍ରଫେସର ପଦୀପ ଦାସପ୍ରଫେସର ଡକ୍ଟରଦିନଦୟାଲସ୍ୱାଇଁଏର ଭାନୁ ପଦ୍ମ, ସାମାଜିକ କର୍ମୀ ଏବଂ ବରିଷ୍ଠ ଅଧିକାରୀପ୍ରକାଶ ଚକ୍ର ନାୟକଭଗବାନ ବିସାୱାଲସମ୍ପର୍କକାରୀ ସଂଘ ସାଧାରଣ ସଚିବସତ୍ୟ ପରିଡା, ବିଏମଏସ ସାଧାରଣ ସଚିବ, ପ୍ରଯୋଜକ ସୁଶାନ୍ତ କୁମାର ମହାନ୍ତି ଓ ନିର୍ଦ୍ଦେଶକ ନିରଞ୍ଜନ ବେହେରା ପ୍ରମୁଖ ଯୋଗଦେଇଥିଲେ l ଇଲେକ୍ଟ୍ରିକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ତିନି ଶ୍ରମିକଙ୍କ ପରିବାରର ତିନି ଜଣ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଯାହାଙ୍କୁ ଶ୍ରୀ ହରି ମୋସନ ପିକ୍ଚର୍ସ ତରଫରୁ ସମ୍ମାନିତ କରା ଯାଇଥିଲା l

ମାର୍ଚ୍ଚ ୭ ତାରିଖ ଲାଇନ୍‌ମ୍ୟାନ୍ ଦିବସ ହୋଇଥିବାରୁ ସେହି କାରଣରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ବିଦ୍ୟୁତ୍ ବିଭାଗରେ ‘ଲାଇନ୍‌ମ୍ୟାନ୍’ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଏହି ଚଳଚ୍ଚିତ୍ର ଉତ୍ସର୍ଗ କରିବା ପାଇଁ ପ୍ରଯୋଜକ ଲକ୍ଷ୍ୟ ରଖି ସିନେମା ନିର୍ମାଣ କରିଥିବା କଥା ପ୍ରକାଶ କରିଥିଲେ l ଯଦି ଏହି ସିନେମା ଦେଖି କିଛି ଲାଇନବାଲାଙ୍କ ଜୀବନ ସୁରକ୍ଷିତ

Leave A Reply

Your email address will not be published.