ନିର୍ବାଣ ଫାଉଣ୍ଡେସନ ପକ୍ଷରୁ ଆକ୍ଵାପଲ୍ସକୁ ବର୍ଷର ଶ୍ରେଷ୍ଠ ଜଳକୃଷି ଷ୍ଟାର୍ଟଅପ ସମ୍ମାନ

Aquapulse awarded as the Best Aquaculture Startup of the Year by Nirvana Foundation Trust

0

ନିର୍ବାଣ ଫାଉଣ୍ଡେସନ ପକ୍ଷରୁ ଆକ୍ଵାପଲ୍ସକୁ ବର୍ଷର ଶ୍ରେଷ୍ଠ ଜଳକୃଷି ଷ୍ଟାର୍ଟଅପ ସମ୍ମା

ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆକ୍ରାପଲ୍ସକୁ ୨୦୨୬ ବର୍ଷର ‘ଶ୍ରେଷ୍ଠ ଜଳକୃଷି ଷ୍ଟାର୍ଟଅପ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ପ୍ରଦାନ ଅବସରରେ ଆକ୍ଵାପଲ୍ସର ନେତୃତ୍ବ ଦଳ କହିଥିଲେ ଯେ, ଏହି ମାନ୍ୟତା କମ୍ପାନୀର ବିଜ୍ଞାନ – ସମର୍ଥିତ ଦାୟିତ୍ଵବାନ ଏବଂ ଚାଷୀ,ସମାନ ଭାବରେ ଲାଭ ପହଞ୍ଚାଉଥବା

ସ୍କେବେବଲ ଆକ୍ସାକଳ୍ପର ଭିଭିଭୂମି ବିଜନେସ ୱାର୍ଡସ ସେମାନଙ୍କ କ୍ଷେତ୍ରରେ ନବସୃଜନ,ପ୍ରଭାବ ଏବଂ ନେତୃତ୍ବ ପ୍ରଦର୍ଶନକରୁଥିବା ସଂଗଠନଗୁଡ଼ିକୁ ସ୍ବୀକୃତି

ଦେଇ ବିଭିନ୍ନ ଶିଳ୍ପରେ ଉତ୍କର୍ଷତାପାଳନ କରେ। ଆକ୍ଵାପଲ୍ସର ମାନ୍ୟତାଭାରତର ସାମୁଦ୍ରିକ ଖାଦ୍ୟ ଓ ଜଳକୃଷି କ୍ଷେତ୍ରରେ ଗଭୀର-ପ୍ରଯୁକ୍ତି ହସ୍ତକ୍ଷେପର ବର୍ଜିତ ଗୁରୁତ୍ବକୁ ଉଜ୍ଜଳ କରିଥାଏ।ଏହି ସମ୍ମାନ ଆକ୍ଵାପଲ୍ସର ଯାତ୍ରାରେଏକ ଗୁରୁତ୍ଵପୂର୍ଣ୍ଣ ମାଇଲଖୁଣ୍ଟ ଚିହ୍ନିତକରେ କାରଣ ଏହା ପ୍ରଯୁକ୍ତିବିଦ୍ୟାପ୍ଲାଟଫର୍ମକୁ ବିସ୍ତାର କରିବା, କୃଷକସହଭାଗୀତାକୁ ସୁଦୃଢ଼ କରିବା ଓଭାରତରୁ ସ୍ଥାୟୀ ସାମୁଦ୍ରିକ ଖାଦ୍ୟଉତ୍ପାଦନରେ ଯୋଗଦାନ ଦେବା

ଜାରି ରଖୁଛି l

Leave A Reply

Your email address will not be published.