ରୋଟାରୀ କ୍ଲବ ଭୁବନେଶ୍ୱର ୟୁନିକ ଏବଂ ପିକକ ଦ୍ଵାରା ବୟସ୍କ ଙ୍କ ପାଇଁ ଛତା ବଣ୍ଟନ କାର୍ଯ୍ୟକ୍ରମ ଙ୍କ ପାଇଁ ଛତା ବଣ୍ଟନ କାର୍ଯ୍ୟକ୍ରମ

Umbrella distribution program for the elderly by Rotary Club of Bhubaneswar and PICK

0

ଭୁବନେଶ୍ୱର ରୋଟାରୀ କ୍ଲବ ଭୁବନେଶ୍ୱର ୟୁନିକ ଏବଂ ପିକକ ଦ୍ଵାରା ବୟସ୍କ ଙ୍କ ପାଇଁ ଛତା ବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ ଗୋହଳ ଗ୍ରାମ ର ( ବାଲିଅନ୍ତା ବ୍ଲକ ) କାଜି ସାହି ଠାରେ ରୋଟାରୀ କ୍ଳବ ଭୁବନେଶ୍ୱର ୟୁନିକ ଏବଂ ପିକକ ର ଉଦ୍ୟମ ରେ ବୟସ୍କ ମାନଙ୍କ ପାଇଁ ଛତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପଚାଶ ରୁ ଊର୍ଦ୍ଧ ବୟସ୍କ ଙ୍କୁ ଛତା ବଣ୍ଟନ କରାଯ।ଇଥିଲା। ରୋଟାରୀ କ୍ଲବ ଭୁବନେଶ୍ୱର ୟୁନିକ ର ସଭାପତି ପ୍ରଫେସର ଡ଼ : ଅନନ୍ତ କିଶୋର ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବ ରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ, ପ୍ରଥମ ଓଡ଼ିଆ ଅର୍ଜୁନ ପୁରସ୍କାର ବିଜୟିନୀ ମିନତି ମହାପାତ୍ର, ପ୍ରାକ୍ତନ ସଭାପତି ପ୍ରଫେସର ଡ଼ : ନାରାୟଣ ଚନ୍ଦ୍ର ପତି, ଡ : ଶୁଭେନ୍ଦୁ ଦାସ, ଦିବ୍ୟ ରଞ୍ଜନ ଦାଶ, ଆର୍ଯ୍ୟ କୁମାରୀ ପାଣିଗ୍ରାହୀ, ବିଜୟା ପତି, ଶିକ୍ଷାବିତ ସଂଗ୍ରାମ ରାଉତ, ପି କେ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ପିକକ ର ଉପମା ମାଡାମ ଏବଂ ଜ୍ୟୋତି ବାବୁ ସଭା ପରିଚାଳନା କରିଥିଲେ।

Leave A Reply

Your email address will not be published.